ନିଃସନ୍ତାନ Niḥsantāna

  • ସଂ. ବିଣ. ପୁଂ. (ବହୁବ୍ରୀହି ନିଃ+ସନ୍ତାନ) — ଅପୁତ୍ରକ; ଅନପତ୍ୟ; ଆଣ୍ଠୁକୁଡ଼ା — Childless; without issue; issueless
  • ସଂ. ବିଣ. ପୁଂ. (ବହୁବ୍ରୀହି ନିଃ+ସନ୍ତାନ) — ନାଉଆରସ୍; ନିର୍ବଂଶ — Destitute of posterity; leaving no heirs to succeed