ନିଃସତ୍ୱବାନ୍, ନିଃସତ୍ତ୍ୱବାନ୍ Niḥsatwa(ttwa)bān

  • ଦେ. ବିଣ.—(କଚିରିଆ; ସଂ. ନିଃସତ୍ୱ) — ଯାହାର କୌଣସି ସମ୍ପତ୍ତିରେ ସ୍ୱତ୍ୱ ବା ଅଧିକାର ନାହିଁ; — Having no right or title to a property