ନିସତ୍ୱବାନ୍ Nisatwabān
- ଦେ. ବିଣ. (କଚିରିଆ; ସଂ. ନିଃସ୍ୱତ୍ୱ) — ଯାହାର କୌଣସି ସମ୍ପତ୍ତିରେ କିଛି ସ୍ୱତ୍ୱ ନଥାଏ — Having no proprietory right over a property
- ଦେ. ବିଣ. (କଚିରିଆ; ସଂ. ନିଃସ୍ୱତ୍ୱ) — [ଯଥା—ଆଜିଠାରୁ ଏ ବିକ୍ରି ସମ୍ପତ୍ତିରେ ଆମ୍ଭେ ନିସତ୍ୱବାନ୍ ଓ ବେଇଲାକାଦାର୍ ହେଲୁଁ (କବଲାର ସରେତ୍)]