ନିର୍ଭୟ Nirbhaya
- ସଂ. ବିଣ. (ବହୁବ୍ରୀହି; ନିର୍+ଭୟ) — ନିର୍ଭୀକ; ନିଃଶଙ୍କ — Fearless; undaunted
- ସଂ. ବିଣ. (ବହୁବ୍ରୀହି; ନିର୍+ଭୟ) — ସାହସୀ — Bold
- ସଂ. ବିଣ. (ବହୁବ୍ରୀହି; ନିର୍+ଭୟ) — ଅଭୟ; ଭୟଶୂନ୍ୟ — Free from fear
- ବି. ପୁଂ — ଶ୍ରେଷ୍ଠ ଅଶ୍ୱ — An excellent horse
- ବି. ପୁଂ — ଭୟଶୂନ୍ୟତା — Security; fearlessness