ନିର୍ବ୍ୟଲୀକ Nirbyalīka

  • ସଂ. ବିଣ .ପୁଂ. (ନିର୍+ବ୍ୟଲୀକ=ଛଳ; ବହୁବ୍ରୀହି) — ଛଳହୀନ — Free from guile
  • ସଂ. ବିଣ .ପୁଂ. (ନିର୍+ବ୍ୟଲୀକ=ଛଳ; ବହୁବ୍ରୀହି) — ନିଷ୍କପଟ — Frank