ନିର୍ଭର Nirbhara

  • ସଂ. ବିଣ (ନିର୍+ଭୃ ଧାତୁ= ଭରଣ, ପୂରଣ କରିବା+କର୍ମ ଅ) — ପରିପୂର୍ଣ୍ଣ — Full; filled up
  • ସଂ. ବିଣ (ନିର୍+ଭୃ ଧାତୁ= ଭରଣ, ପୂରଣ କରିବା+କର୍ମ ଅ) — ପ୍ରତ୍ୟୟୀ — Confident; relying on
  • ସଂ. ବିଣ (ନିର୍+ଭୃ ଧାତୁ= ଭରଣ, ପୂରଣ କରିବା+କର୍ମ ଅ) — ଅତିରିକ୍ତ — Excessive
  • ସଂ. ବିଣ (ନିର୍+ଭୃ ଧାତୁ= ଭରଣ, ପୂରଣ କରିବା+କର୍ମ ଅ) — ସ୍ଥାୟୀ — Permanent
  • ସଂ. ବିଣ (ନିର୍+ଭୃ ଧାତୁ= ଭରଣ, ପୂରଣ କରିବା+କର୍ମ ଅ) — ଅବଲମ୍ବିତ (ହି. ଶ.) — 6. Resorted to
  • ସଂ. ବିଣ (ନିର୍+ଭୃ ଧାତୁ= ଭରଣ, ପୂରଣ କରିବା+କର୍ମ ଅ) — ଯୁକ୍ତ; ମିଳିତ (ହି. ଶ.) — 7. Joined to
  • ବି — ସାରଭାଗ — Essence
  • ବି — ଅତିରେକ — Surplus
  • ବି — ଗୋଟିଏ ଭାର ଯେଉଁ ବିନ୍ଦୁ ଉପରେ ସମାନଭାବରେ ରହେ; ଭାରକେନ୍ଦ୍ର — Fulcrum;centre of gravity
  • ବି — ଅବଲମ୍ବନ — Prop; hinge
  • ବି — ବିଶ୍ୱାସ; ଆସ୍ଥା — Confidence; trust; reliance
  • ବି — ଦାୟିତ୍ୱ; ଭାର — Responsibility