ନିର୍ଭର ସାକ୍ଷୀ Nirbhara sākshī

  • ଦେ. ବି — ଏକ ପକ୍ଷର ଯେଉଁ ସାକ୍ଷୀ ଯାହା କହିବ ସେଥିରେ ଅପର ପକ୍ଷ ବାଧ୍ୟ ହେବା ପାଇଁ ରାଜି ହେବାରୁ ଯେଉଁ ସାକ୍ଷୀ ଜବାନବନ୍ଦି ଦିଏ — A witness of one party whose evidence is, by agreement, binding on the opposite party