ନିର୍ଭରେ Nirbhare
- ଦେ. କ୍ରି. ବିଣ — ନିଶ୍ଚୟ — Surely
- ଦେ. କ୍ରି. ବିଣ — ନରକେ ପଡିବ ନିର୍ଭରେ ଅଜାତି ହୋଇବ ଜାତିରେ—ଭୁପିତ. ପ୍ରେମପଞ୍ଚାମୃତ
- ଦେ. କ୍ରି. ବିଣ — ଭୟଙ୍କର ଭାବରେ; ଅତ୍ୟନ୍ତ — Very much; excessively
- ଦେ. କ୍ରି. ବିଣ — ଭୟାତ ଦେଖି ଗୁରୁତରେ ପ୍ରଜାର କମ୍ପିଲେ ନିର୍ଭରେ—ଜଗନ୍ନାଥ ଭାଗବତ।