ନିର୍ବ୍ୟୂଢ଼ Nirbyūṟḍ̠ẖa
- ସଂ. ବିଣ. (ନିର୍+ବି+ବହ୍ ଧାତୁ+କର୍ମ. ତ) — ନିର୍ଣ୍ଣୀତ — Ascertained
- ସଂ. ବିଣ. (ନିର୍+ବି+ବହ୍ ଧାତୁ+କର୍ମ. ତ) — ପ୍ରମାଣିତ — Demonstrated; proved
- ସଂ. ବିଣ. (ନିର୍+ବି+ବହ୍ ଧାତୁ+କର୍ମ. ତ) — ପରିତ୍ୟକ୍ତ — Abandoned; deserted
- ସଂ. ବିଣ. (ନିର୍+ବି+ବହ୍ ଧାତୁ+କର୍ମ. ତ) — ସମାପ୍ତ — Ended; finished
- ସଂ. ବିଣ. (ନିର୍+ବି+ବହ୍ ଧାତୁ+କର୍ମ. ତ) — ପର୍ଯ୍ୟାପ୍ତ — Sufficient
- ସଂ. ବିଣ. (ନିର୍+ବି+ବହ୍ ଧାତୁ+କର୍ମ. ତ) — ସମ୍ୟକ୍; ପୂର୍ଣ୍ଣ — All; whole; entire; absolute