ନିର୍ବ୍ୟାଜ Nirbyāja

  • ସଂ. ବିଣ. (ବହୁବ୍ରୀହି; ନିର୍+ବ୍ୟାଜ) — ଅକପଟ — Sincere; upright; guileless
  • ସଂ. ବିଣ. (ବହୁବ୍ରୀହି; ନିର୍+ବ୍ୟାଜ) — ନିର୍ବିବାଦ — Undisputed
  • ସଂ. ବିଣ. (ବହୁବ୍ରୀହି; ନିର୍+ବ୍ୟାଜ) — ବାଧାରହିତ — Free from obstacle