ନିର୍ବେଶ Nirbeṡa

  • ସଂ. ବି. (ନିର୍+ବିଶ୍ ଧାତୁ= ପ୍ରବେଶ କରିବା+ଭାବ. ଅ) — ଭୋଗ — Enjoyment
  • ସଂ. ବି. (ନିର୍+ବିଶ୍ ଧାତୁ= ପ୍ରବେଶ କରିବା+ଭାବ. ଅ) — ବେତନ — Salary; wages
  • ସଂ. ବି. (ନିର୍+ବିଶ୍ ଧାତୁ= ପ୍ରବେଶ କରିବା+ଭାବ. ଅ) — ବିବାହ — Marriage
  • ସଂ. ବି. (ନିର୍+ବିଶ୍ ଧାତୁ= ପ୍ରବେଶ କରିବା+ଭାବ. ଅ) — ଭୋଜନ — Eating
  • ସଂ. ବି. (ନିର୍+ବିଶ୍ ଧାତୁ= ପ୍ରବେଶ କରିବା+ଭାବ. ଅ) — ସୁଖ — Felicity
  • ସଂ. ବି. (ନିର୍+ବିଶ୍ ଧାତୁ= ପ୍ରବେଶ କରିବା+ଭାବ. ଅ) — ପାଳନ — Supporting; bringing up
  • ସଂ. ବି. (ନିର୍+ବିଶ୍ ଧାତୁ= ପ୍ରବେଶ କରିବା+ଭାବ. ଅ) — ମୂର୍ଚ୍ଛା — Fainting
  • ସଂ. ବି. (ନିର୍+ବିଶ୍ ଧାତୁ= ପ୍ରବେଶ କରିବା+ଭାବ. ଅ) — ଲାଭ — Gain