ନିର୍ବୃତ୍ତ Nirbṛutta
- ସଂ. ବିଣ. (ନିର୍+ବୃତ୍ତ୍ ଧାତୁ+କର୍ମ. ତ) — ସମ୍ପନ୍ନ; ସୁସିଦ୍ଧ — Accomplished; completed
- ସଂ. ବିଣ. (ନିର୍+ବୃତ୍ତ୍ ଧାତୁ+କର୍ମ. ତ) — (+କର୍ତ୍ତୃ. ତ) ଜାତ; ଉତ୍ପନ୍ନ — Born; engendered
- ସଂ. ବିଣ. (ନିର୍+ବୃତ୍ତ୍ ଧାତୁ+କର୍ମ. ତ) — ସମାପ୍ତ; ବିରତ — Ceased; come to an end
- ସଂ. ବିଣ. (ନିର୍+ବୃତ୍ତ୍ ଧାତୁ+କର୍ମ. ତ) — ଯାହାର ନିଷ୍ପତ୍ତି ହୋଇଅଛି — Disposed of; decided