ନିର୍ବେଦ Nirbeda

  • ସଂ. ବି. (ନିର୍+ବିଦ୍ ଧାତୁ+ଭାବ. ଅ) — ଆତ୍ମାଗ୍ଳାନୀ; ବିରକ୍ତି; ସ୍ୱାବମାନନା; ଆପଣାକୁ ଧିକ୍କାର କରିବା — Mortification; regret; disgust; self reproof
  • ସଂ. ବି. (ନିର୍+ବିଦ୍ ଧାତୁ+ଭାବ. ଅ) — ଏଣୁ ନିର୍ବେଦକୁ ପାଇ ସେ ନରସାଇଁ। କୃଷ୍ଣସିଂହ, ମହାଭାରତ ସଭା।
  • ସଂ. ବି. (ନିର୍+ବିଦ୍ ଧାତୁ+ଭାବ. ଅ) — ଔଦାସୀନ୍ୟ — Indifference; faintheartedness
  • ସଂ. ବି. (ନିର୍+ବିଦ୍ ଧାତୁ+ଭାବ. ଅ) — କର୍ମଧି ପଥରେ ସର୍ବେ ଆତଯାତ ହେଲେ ଅଲେଖ ପୁରୁଷ ସ୍ୱାମୀ ନିର୍ବେଦେ ରହିଲେ। ପ୍ରାଚୀ. ବ୍ରହ୍ମନିରୁପଣ ଗୀତା।
  • ସଂ. ବି. (ନିର୍+ବିଦ୍ ଧାତୁ+ଭାବ. ଅ) — ବୈରାଗ୍ୟ — Apathy; indifference to mundane affairs
  • ସଂ. ବି. (ନିର୍+ବିଦ୍ ଧାତୁ+ଭାବ. ଅ) — ବଳ ନ ଥିବାର ଲୋକଟି ନିର୍ବେଦକୁ ସହାୟକୁ ବରିଣ ହରନ୍ତି ଦିନକୁ । କୃଷ୍ଣସିଂହ, ମହାଭାରତ ବନ।
  • ସଂ. ବି. (ନିର୍+ବିଦ୍ ଧାତୁ+ଭାବ. ଅ) — ଅନୁତାପ — Repentance; remorse
  • ସଂ. ବି. (ନିର୍+ବିଦ୍ ଧାତୁ+ଭାବ. ଅ) — ନିରହଙ୍କାର — Humility
  • ସଂ. ବି. (ନିର୍+ବିଦ୍ ଧାତୁ+ଭାବ. ଅ) — ଖେଦ; ଦୁଃଖ — Sorrow; grief
  • ବିଣ (ବହୁବ୍ରୀହି; ନିର୍+ବେଦ) — ବେଦ ବହିର୍ଭୂତ — Not according to the Bedas
  • ବିଣ (ବହୁବ୍ରୀହି; ନିର୍+ବେଦ) — ବେଦର ସୀମା ବହିର୍ଭୁତ — Beyond the jurisdiction of the Bedas
  • ବିଣ (ବହୁବ୍ରୀହି; ନିର୍+ବେଦ) — ନିର୍ବେଦ ଭୁବନ ସେ ଯେ ନ ବସଇ ବେଦ। ପ୍ରାଚୀ, ବ୍ରହ୍ମନିରୁପଣ ଗୀତ।