ନିର୍ବେଦନ Nirbedana
- ସଂ .ବିଣ. ପୁଂ. (ବହୁବ୍ରୀହି; ନିର୍+ବେଦନା) — ବେଦନା ରହିତ — Painless
- ସଂ .ବିଣ. ପୁଂ. (ବହୁବ୍ରୀହି; ନିର୍+ବେଦନା) — ଅଚେତନ — Insensible
- ସଂ .ବିଣ. ପୁଂ. (ବହୁବ୍ରୀହି; ନିର୍+ବେଦନା) — ନଷ୍ଟେନ୍ଦ୍ରିୟ — Destitude of sensibility or organ
- ବି — ବିବାହ — Marriage
- ବି — ଭୋଗ — Enjoyment
- ବି — ମୂର୍ଛା — Fit; insensibility
- ବି — ଲାଭ — Profit