ନିର୍ବ୍ୟଥନ Nirbyathana
- ସଂ. ବି. (ନିର୍+ବ୍ୟଥ୍ ଧାତୁ=ପୀଡ଼ା ଦେବା; ଭୟ ପାଇବା+ଅଧୀକରଣ. ଅନ) — ଛିଦ୍ର — Hole
- ସଂ. ବି. (ନିର୍+ବ୍ୟଥ୍ ଧାତୁ=ପୀଡ଼ା ଦେବା; ଭୟ ପାଇବା+ଅଧୀକରଣ. ଅନ) — ଖୋଲ; ବିବର — Chasm; cavity; cave
- ସଂ. ବି. (ନିର୍+ବ୍ୟଥ୍ ଧାତୁ=ପୀଡ଼ା ଦେବା; ଭୟ ପାଇବା+ଅଧୀକରଣ. ଅନ) — ଗାତ; ଗର୍ତ୍ତ — Excavation; pit
- ସଂ. ବି. (ନିର୍+ବ୍ୟଥ୍ ଧାତୁ=ପୀଡ଼ା ଦେବା; ଭୟ ପାଇବା+ଅଧୀକରଣ. ଅନ) — (ଭାବ. ଅନ)—ପୀଡ଼ନ; ନିଗ୍ରହ — Persecution; pain
- ସଂ. ବି. (ନିର୍+ବ୍ୟଥ୍ ଧାତୁ=ପୀଡ଼ା ଦେବା; ଭୟ ପାଇବା+ଅଧୀକରଣ. ଅନ) — ବ୍ଯଥାର ଅଭାବ — Want of pain