ନିର୍ବ୍ବଇର Nibbbaira.

  • ଦେ. ବିଣ. (ସଂ. ନିର୍+ବୈରୀ) — ଶତ୍ରୁଶୂନ୍ୟ — Free from enemies
  • ଦେ. ବିଣ. (ସଂ. ନିର୍+ବୈରୀ) — ଜଗତ ନିର୍ବଇର ଦେଖେ ନିରତେ ରହେ ଆତ୍ମାସୁଖେ। ଜଗନ୍ନାଥ, ଭାଗବତ।