ନିର୍ଘଟ Nirghaṭa
- ସଂ. ବି. (ନିର୍+ଘଣ୍ଟ୍ ଧାତୁ ଚେଷ୍ଟା କରିବା+ଅ)+ ରାଜକରଶୂନ୍ୟ ହଟ୍ଟ — A market where no toll is taken
- ସଂ. ବି. (ନିର୍+ଘଣ୍ଟ୍ ଧାତୁ ଚେଷ୍ଟା କରିବା+ଅ)+ ହାଟ; ବଜାର ପ୍ରଭୃତି — Market; bazar
- ସଂ. ବି. (ନିର୍+ଘଣ୍ଟ୍ ଧାତୁ ଚେଷ୍ଟା କରିବା+ଅ)+ ଯେଉଁଠାରେ ଘାଟ ବା ପାହାଞ୍ଚ ନାହିଁ — A place having no quay or steps (M.W.)