ନିର୍ଘାତ Nirghāta
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ବାୟୁର ପରସ୍ପର ସଂଘାତଜନିତ ଭୟାନକ ଶବ୍ଦ — The roaring sound caused by the conflict of opposite winds; noise of contending winds in the sky
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ଦୃଢ଼ ଆଘାତ — Violent stroke; severe blow
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ଗମ୍ଭୀର ଶବ୍ଦ — Rumbling sound
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — (+କରଣ+ଅ) ବଜ୍ର — Thunderbolt
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ଇଚ୍ଛାତୁଲେ ନିର୍ଘାତ ଆକାଶୁ ପଡ଼ଇ—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ବଜ୍ରାଘାତ — Thunder stroke
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ପ୍ରଚଣ୍ଡ ବାୟୁ; ପ୍ରଭଞ୍ଜନ — Tempest; gust of wind; hurricane
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ଶୂନ୍ୟ ଗର୍ଜ୍ଜନ — A roar heard from the wind
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ଶତ ଶତ ହୋଇଣ ଶୁଭିଲା ନିର୍ଘାତ—କୃଷ୍ଣସିଂହ. ମହାଭାରତ. ବନ।
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ଘୂର୍ଣ୍ଣିବାୟୁ — Whirl wind
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ଘଡ଼ଘଡ଼ି — Thunder
- ସଂ. ବି. (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ) — ନିଘାତ ତୁଲେ ଖସି ପଡ଼ିଲେ ଉଲୁକା। କୃଷ୍ଣସିଂହ. ମହାଭାରତ. ବନ।