ନିର୍ଘଣ୍ଟ Nirghaṇṭa

  • ସଂ. ବି. (ନିର୍+ଘଣ୍ଟ୍ ଧାତୁ=ଚେଷ୍ଠା କରିବା+କରଣ. ଅ) — ସୂଚୀପତ୍ର — Index; table of contents
  • ସଂ. ବି. (ନିର୍+ଘଣ୍ଟ୍ ଧାତୁ=ଚେଷ୍ଠା କରିବା+କରଣ. ଅ) — ତାଲିକା — List; catalogue
  • ସଂ. ବି. (ନିର୍+ଘଣ୍ଟ୍ ଧାତୁ=ଚେଷ୍ଠା କରିବା+କରଣ. ଅ) — ନିର୍ଣ୍ଣୟ; ମୀମାଂସା; ସିଦ୍ଧାନ୍ତ — Thorough investigation
  • ସଂ. ବି. (ନିର୍+ଘଣ୍ଟ୍ ଧାତୁ=ଚେଷ୍ଠା କରିବା+କରଣ. ଅ) — ଶବ୍ଦସଂଗ୍ରହ — Vocabulary; a collection of words (M.W.)