ନିର୍ଘୃଣ Nirghṛuṇa

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଘୃଣା) — ଘୃଣାଶୂନ୍ୟ — Having no repulsion
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଘୃଣା) — ନିର୍ଲ୍ଲଜ୍ଜ — Shameless; immodest
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଘୃଣା) — ନିଷ୍ଠୁର; ନିର୍ଦ୍ଦୟ — Cruel; pitiless; unmerciful