ନିର୍ଗୂଢ଼ Nirgūṟḍ̠ẖa

  • ସଂ. ବିଣ. (ନିର୍=ଭିତରେ+ଗୁହ୍ ଧାତୁ=ଆଚ୍ଛାଦନ+କର୍ମ. ତ) — ସଂବୃତ; ସମାଚ୍ଛାଦିତ — Covered; enveloped
  • ସଂ. ବିଣ. (ନିର୍=ଭିତରେ+ଗୁହ୍ ଧାତୁ=ଆଚ୍ଛାଦନ+କର୍ମ. ତ) — ଅତିଶୟ ଗୂଢ଼ — Very secret; confidential
  • ସଂ. ବି — ବୃକ୍ଷକୋଟର — The hollow of a tree