ନିର୍ଘୋଷ Nirghoasha
- ସଂ. ବି. (ନିର୍=ବିଶେଷ+ଘୁଷ୍ ଧାତୁ= ଶବ୍ଦ କରିବା+ ଭାବ. ଅ) — ନିନାଦ; ଗଭୀର ଶବ୍ଦ — Rumbling sound; rattling sound
- ସଂ. ବି. (ନିର୍=ବିଶେଷ+ଘୁଷ୍ ଧାତୁ= ଶବ୍ଦ କରିବା+ ଭାବ. ଅ) — (ଯଥା—ବଜ୍ର ନିର୍ଘୋଷ।)
- ସଂ. ବି. (ନିର୍=ବିଶେଷ+ଘୁଷ୍ ଧାତୁ= ଶବ୍ଦ କରିବା+ ଭାବ. ଅ) — ଭୀଷଣ ଶବ୍ଦ — Terrible sound
- ସଂ. ବିଣ.—(ନିର୍+ଘୋଷ; ବହୁବ୍ରୀହି) — ଶବ୍ଦଶୂନ୍ୟ — Soundless; noiseless