ନିମୀଳନ Nimīḻana

  • ସଂ. ବି. (ନି+ ମୀଳ୍ ଧାତୁ= ଆଖି ବୁଜିବା+ ଭାବ. ଅନ) — (ଆଖି) ବୁଜିବା; ମୁଦିବା — Closing or shutting (as of the eyes); winking
  • ସଂ. ବି. (ନି+ ମୀଳ୍ ଧାତୁ= ଆଖି ବୁଜିବା+ ଭାବ. ଅନ) — ନିମେଷ, ନିମିଷମାତ୍ର ସମୟ; କ୍ଷଣ — Twinkling of the eye; an instant
  • ସଂ. ବି. (ନି+ ମୀଳ୍ ଧାତୁ= ଆଖି ବୁଜିବା+ ଭାବ. ଅନ) — ଫୁଟିଲା ଫୁଲର ମୁଦି ହେବା — Closing of a flower
  • ସଂ. ବି. (ନି+ ମୀଳ୍ ଧାତୁ= ଆଖି ବୁଜିବା+ ଭାବ. ଅନ) — ସଙ୍କୋଚନ — Contracting
  • ସଂ. ବି. (ନି+ ମୀଳ୍ ଧାତୁ= ଆଖି ବୁଜିବା+ ଭାବ. ଅନ) — ମୋହ — Stupefaction; fainting
  • ସଂ. ବି. (ନି+ ମୀଳ୍ ଧାତୁ= ଆଖି ବୁଜିବା+ ଭାବ. ଅନ) — ସମ୍ମୋହନ — Fascination; enchantment
  • ସଂ. ବି. (ନି+ ମୀଳ୍ ଧାତୁ= ଆଖି ବୁଜିବା+ ଭାବ. ଅନ) — ମରଣ — Death
  • ସଂ. ବି. (ନି+ ମୀଳ୍ ଧାତୁ= ଆଖି ବୁଜିବା+ ଭାବ. ଅନ) — (ଣିଜନ୍ତ+ ଭାବ ଅନ) ବନ୍ଦ କରିବା; ମୁଦ୍ରିତ କରିବା — Closing; shutting