ନିମିଷିତ Nimishita

  • ସଂ. ବି. (ନି+ମିଷ୍ ଧାତୁ+ଭାବ. ତ) — ଆଖି ପିଛାଡ଼ିବା — Momentary shutting of the eye; blink
  • ସଂ. ବିଣ — ନିମୀଳିତ (ଚକ୍ଷୁଃ) — Closed (eyelid)