ନିମେଷ Nimesha

  • ସଂ. ବି — ନିମିଷ (ଦେଖ) — Nimisha (See)
  • ସଂ. ବି — ଜନକ ବୋଇଲେ କେ ଶୋଇଲେ ନିମେଷ ନ ପକାଏ ଏହା ଜାଣ କି ଋଷି ଈଶ। କୃଷ୍ଣସିଂହ. ମହାଭାରତ, ବନ।