ନିମୀଳିତ Nimīḻita

  • ସଂ. ବିଣ. (ନି+ ମୀଳ୍ ଧାତୁ+ କର୍ମ. ତ) — ମୁଦ୍ରିତ — Closed; shut
  • ସଂ. ବିଣ. (ନି+ ମୀଳ୍ ଧାତୁ+ କର୍ମ. ତ) — ସଙ୍କୁଚିତ — Contracted
  • ସଂ. ବିଣ. (ନି+ ମୀଳ୍ ଧାତୁ+ କର୍ମ. ତ) — ଆଚ୍ଛାଦିତ — Covered
  • ସଂ. ବିଣ. (ନି+ ମୀଳ୍ ଧାତୁ+ କର୍ମ. ତ) — ମୃତ — Dead
  • ସଂ. ବିଣ. (ନି+ ମୀଳ୍ ଧାତୁ+ କର୍ମ. ତ) — ନିସ୍ପନ୍ଦ — Still; motionless
  • ସଂ. ବିଣ. (ନି+ ମୀଳ୍ ଧାତୁ+ କର୍ମ. ତ) — ବିମୋହିତ — Fascinated; stupefied
  • ସଂ. ବିଣ. (ନି+ ମୀଳ୍ ଧାତୁ+ କର୍ମ. ତ) — ମୂର୍ଚ୍ଛିତ — Fainted
  • ସଂ. ବିଣ. (ନି+ ମୀଳ୍ ଧାତୁ+ କର୍ମ. ତ) — ଅବନତ — Bent
  • ସଂ. ବିଣ. (ନି+ ମୀଳ୍ ଧାତୁ+ କର୍ମ. ତ) — (ଣିଜନ୍ତ+ କର୍ମ ତ) ଯାହା ମୁଦ୍ରିତ କରାଯାଇଅଛି — Which has been shut up
  • ସଂ. ବି. (ଭାବ. ତ) ନିମୀଳନ — Closing; winking; twinkling