ନିମୀଳିକା Nimi̱ḻikā

  • ସଂ. ବି. ସ୍ତ୍ରୀ. (ନିମୀଳକ+ ସ୍ତ୍ରୀ. ଆ) — ବ୍ୟାଜ; ଛଳ — Pretence
  • ସଂ. ବି. ସ୍ତ୍ରୀ. (ନିମୀଳକ+ ସ୍ତ୍ରୀ. ଆ) — ନିମୀଳନ; ଆଖିମିଟିକା — Winking; twinkling
  • ବିଣ. ସ୍ତ୍ରୀ — ନିମୀଳକର ସ୍ତ୍ରୀଲିଙ୍ଗ — The feminine of Nimīḻaka