ନିମୁଣ୍ଡିଆ NImuṇḍiā
- ଦେ. ବିଣ. ପୁଂ — ଅନାଥ — Protectorless
- ଦେ. ବିଣ. ପୁଂ — ବନ୍ଧୁହୀନ — Friendless
- ଦେ. ବିଣ. ପୁଂ — ନିରାଶ୍ରୟ — Helpless
- ଦେ. ବିଣ. ପୁଂ — ପରିତ୍ୟକ୍ତ — Forlorn
- ଦେ. ବିଣ. ପୁଂ — ନିମୁଣ୍ଡୀ ଲୋ ! ତୋର କେହି ନାହିଁ ! ମୋର କେହି ନାହିଁ ମୋଡ଼ି ମାଡ଼ି ହୋଇ ଶୋ—ଢଗ।
- ଦେ. ବିଣ. ପୁଂ — ଅଭିଭାବକହୀନ — Guardianless