ନିପତିତ Nipatita
- ସଂ. ବିଣ. (ନି=ସାକଲ୍ୟାର୍ଥକ+ପତିତ) — ବିଧ୍ୱସ୍ତ — Ruined; overthrown
- ସଂ. ବିଣ. (ନି=ସାକଲ୍ୟାର୍ଥକ+ପତିତ) — ତଳକୁ ଖସିଥିବା — Descended
- ସଂ. ବିଣ. (ନି=ସାକଲ୍ୟାର୍ଥକ+ପତିତ) — ଅଧଃ ପତିତ — Fallen down
- ସଂ. ବିଣ. (ନି=ସାକଲ୍ୟାର୍ଥକ+ପତିତ) — ସ୍ଥାନ ଚ୍ୟୁତ; ଭ୍ରଷ୍ଟ — Fallen; displaced