ନିପରବା Niparabā

  • ବୈଦେ. ବିଣ. ପୁଂ ଓ ସ୍ତ୍ରୀ (ଫା ନାପରବାହ୍) — ବେପରୁଆ; ନିଶ୍ଚିନ୍ତ — Free from anxiety
  • ବୈଦେ. ବିଣ. ପୁଂ ଓ ସ୍ତ୍ରୀ (ଫା ନାପରବାହ୍) — ଅସାବଧାନ — Careless
  • ବୈଦେ. ବିଣ. ପୁଂ ଓ ସ୍ତ୍ରୀ (ଫା ନାପରବାହ୍) — ନିର୍ଭୀକ — Fearless; undaunted