ନିପତ୍ୟା Nipatyā

  • ସଂ. ବି. (ନି+ପତ୍ ଧାତୁ+ଅଧିକରଣେ ଯ+ସ୍ତ୍ରୀ. ଆ) — ଯୁଦ୍ଧ ଭୂମି — Battle field
  • ସଂ. ବି. (ନି+ପତ୍ ଧାତୁ+ଅଧିକରଣେ ଯ+ସ୍ତ୍ରୀ. ଆ) — କର୍ଦ୍ଦମ — Mud
  • ସଂ. ବି. (ନି+ପତ୍ ଧାତୁ+ଅଧିକରଣେ ଯ+ସ୍ତ୍ରୀ. ଆ) — ପିଚ୍ଛିଳ ବା ଖସଡ଼ା ଭୂମି — Slippery ground