ନିପାକ Nipāka

  • ସଂ. ବି. (ନି=ସମ୍ପୂର୍ଣ୍ଣ+ପଚ ଧାତୁ+ଭାବ. ଅ) — ଅନ୍ନାଦି ପାକ କରିବା — Cooking food
  • ସଂ. ବି. (ନି=ସମ୍ପୂର୍ଣ୍ଣ+ପଚ ଧାତୁ+ଭାବ. ଅ) — ପରିପକ୍ୱତା — Ripeness; development