ନିପଠ Nipaṭha

  • ସଂ. ବି. (ନି=ସମ୍ୟକ+ପଠ୍ ଧାତୁ=ପଢ଼ିବା+ଭାବ. ଅ) — ଅଧ୍ୟୟନ; ପାଠ — Reading; studying
  • ସଂ. ବି. (ନି=ସମ୍ୟକ+ପଠ୍ ଧାତୁ=ପଢ଼ିବା+ଭାବ. ଅ) — ଆବୃତ୍ତି — Reciting