ନିପତ Nipata

  • ସଂ. ବି. (ନି=ସାକଲ୍ୟାର୍ଥକ+ପତ୍ ଧାତୁ=ପଡ଼ିବା+ଭାବ ଅ) — ମୃତ୍ୟୁ — Death
  • ସଂ. ବି. (ନି=ସାକଲ୍ୟାର୍ଥକ+ପତ୍ ଧାତୁ=ପଡ଼ିବା+ଭାବ ଅ) — ବିନାଶ — Destruction
  • ସଂ. ବି. (ନି=ସାକଲ୍ୟାର୍ଥକ+ପତ୍ ଧାତୁ=ପଡ଼ିବା+ଭାବ ଅ) — ଧ୍ୱଂସ; ଅଧଃପତନ — Ruin; down fall