ନିପଠିତ Nipaṭhita

  • ସଂ. ବିଣ. (ନି=ସମ୍ୟକ୍+ପଠିତ) — ପଠିତ — Read
  • ସଂ. ବିଣ. (ନି=ସମ୍ୟକ୍+ପଠିତ) — ଅଧୀତ — Learnt; studied
  • ସଂ. ବିଣ. (ନି=ସମ୍ୟକ୍+ପଠିତ) — ଆବୃତ୍ତ — Recited
  • ବି—(+ଭାବ. ତ) — ଅଧ୍ୟୟନ; ପଢ଼ିବା — Reading