ନିପଟ ମିଛ Nipaṭa michha

  • ଦେ. ବିଣ. — ସମ୍ପୂର୍ଣ୍ଣରୂପେ ମିଥ୍ୟା; ଡାହା ମିଥ୍ୟା; କଞ୍ଚାମିଛ — Totally false
  • ବି — ସମ୍ପୂର୍ଣ୍ଣରୂପେ ମିଥ୍ୟା କଥା — A black lie