ନାରାୟଣୀ Nārāyaṇī
- ସଂ. ବି. ସ୍ତ୍ରୀ (ନାରାୟଣ+ସ୍ତ୍ରୀ. ଈ) — ଦୁର୍ଗା — Goddess Durgā
- ସଂ. ବି. ସ୍ତ୍ରୀ (ନାରାୟଣ+ସ୍ତ୍ରୀ. ଈ) — [ଦ୍ର—ମାର୍କଣ୍ଡେୟ; ଚଣ୍ଡୀରେ ବର୍ଣ୍ଣିତ ଅଛି ଯେ ଏ ନାରାୟଣଙ୍କ ଦେହରୁ ଜାତ ହୋଇଥିଲେ।]
- ସଂ. ବି. ସ୍ତ୍ରୀ (ନାରାୟଣ+ସ୍ତ୍ରୀ. ଈ) — ଲକ୍ଷ୍ମୀ — Lakshmī
- ସଂ. ବି. ସ୍ତ୍ରୀ (ନାରାୟଣ+ସ୍ତ୍ରୀ. ଈ) — ଗଙ୍ଗା — The Ganges
- ସଂ. ବି. ସ୍ତ୍ରୀ (ନାରାୟଣ+ସ୍ତ୍ରୀ. ଈ) — ମୁଦ୍ଗଳ ମୁନିଙ୍କ ପତ୍ନୀ — The name of the wife of the sage Mudgaḻa
- ସଂ. ବି. ସ୍ତ୍ରୀ (ନାରାୟଣ+ସ୍ତ୍ରୀ. ଈ) — ଶତାବରୀ; ଶତମୂଳୀ ଛତୁଆରୀ — The Indian climbing asparagus; Asparagus Racemocus
- ସଂ. ବି. ସ୍ତ୍ରୀ (ନାରାୟଣ+ସ୍ତ୍ରୀ. ଈ) — ନାରାୟଣୀ ସେନା (ଦେଖ) — Nārāyaṇī senā (See)
- ସଂ. ବି. ସ୍ତ୍ରୀ (ନାରାୟଣ+ସ୍ତ୍ରୀ. ଈ) — (ପୁଂ) ବିଶ୍ୱାମିତ୍ରଙ୍କ ଏକ ପୁତ୍ର — Name of a son of sage Biṡwāmitra
- ସଂ. ବିଣ. ସ୍ତ୍ରୀ — ନାରାୟଣଙ୍କ ଶରୀରରୁ ଉତ୍ପନ୍ନା — Born of the body of Nārāyaṇa
- ସଂ. ବିଣ. ସ୍ତ୍ରୀ — (ଯଥା—ନାରାୟଣୀ ସେନା; ନାରାୟଣୀ ଶକ୍ତି)
- ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ — A name given to females