ନାରାୟଣ ପୁରୋହିତ Nārāyaṇa purohita

  • ଦେ. ବି. (ନାମ) ଜଣେ ଓଡ଼ିଆ କବି — An Oria poet
  • ଦେ. ବି. (ନାମ) [ଦ୍ର—ଏ 'ବୃତ୍ତରତ୍ନାକର' ନାମକ ଓଡ଼ିଆ ଛନ୍ଦବିଷୟକ ଖଣ୍ଡିଏ ଗ୍ରନ୍ଥ ରଚନା କରିଥିଲେ।]