ନାରାଶଂସୀ Nārāṡaṁsī

  • ସଂ. ବି — ମନୁଷ୍ୟର ପ୍ରଶଂସା (ହି. ଶ.) — The praise of man
  • ସଂ. ବି — ରାଜା ଆଦିଙ୍କ ଦାନର ପ୍ରଶସ୍ତି ଥିବା ବେଦର ମନ୍ତ୍ରାଂଶ (ହି. ଶ.) — The part of the vedic formulas which praise the Rajas for their meritorious donations