ନାରାୟଣୀୟ Nārāyaṇīya

  • ସଂ. ବିଣ. (ନାରାୟଣ+ଈୟ) — ନାରାୟଣସମ୍ବନ୍ଧୀୟ — Relating to the Deity Nārāyaṇa
  • ସଂ. ବିଣ. (ନାରାୟଣ+ଈୟ) — [ଦ୍ର—ମହାଭାରତର ଶାନ୍ତିପର୍ବରେ ନାରାୟଣ ଓ ନାରଦଙ୍କ ମଧ୍ୟରେ କଥୋପକଥନର ନାମ ନାରାୟଣୀୟ ଉପାଖ୍ୟାନ।]