ନାରାୟଣ କ୍ଷେତ୍ର Nārāyaṇa kshetra
- ସଂ. ବି. — ଗଙ୍ଗା ନଦୀର ପ୍ରବାହରୁ ଚାରିହାତ ପରିମିତ ସ୍ଥାନ (ଏହି ପରିସରରେ ନାରାୟଣ ସର୍ବଦା ବିରାଜମାନ ଥିବାର କଳ୍ପିତ) — The space of four cubits on each side of the water of the Ganges
- ସଂ. ବି. — ବିଷ୍ଣୁ କ୍ଷେତ୍ର; ଯେଉଁ କ୍ଷେତ୍ରର ରକ୍ଷକ ବିଷ୍ଣୁ — A sacred place presided over by Bishṇu