ନାରାୟଣୀ ସେନା Nārāyaṇī senā

  • ସଂ. ବି — ନାରାୟଣଙ୍କ ଦେହରୁ ଉଦ୍ଭୂତ ସେନା — An army which was said to come out of the body of Nārāyaṇa
  • ସଂ. ବି — [ଦ୍ର—ଦୁର୍ଯ୍ୟୋଧନ କୁରୁକ୍ଷେତ୍ର ଯୁଦ୍ଧରେ ଶ୍ରୀକୃଷ୍ଣଙ୍କଠାରୁ ସାହାଯ୍ୟରୂପେ ଏହି ସେନା ପାଇଥିଲେ କିନ୍ତୁ ସ୍ୱୟଂ ଶ୍ରୀକୃଷ୍ଣ ପାଣ୍ଡବଙ୍କ ପକ୍ଷରେ ସାରଥି ହୋଇଥିଲେ।]