ନବରଜାଃ Nabarajāḥ

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ନବ+ରଜସ୍ — ଅଳ୍ପ ଦିନ ହେଲା ଯେଉଁ ବାଳିକାର ପ୍ରଥମ ରଜୋଦର୍ଶନ ହୋଇଅଛି — A girl who has recently menstruated (Apte)