ନବରତ୍ନ Nabaratna
- ସଂ. ବି. (କର୍ମ; ନବ+ରତ୍ନ) — ନବନିଧି (ଦେଖ) — Nabanidhi (See)
- ସଂ. ବି. (କର୍ମ; ନବ+ରତ୍ନ) — ନଅଗୋଟି ମଣି (ରତ୍ନ ତଳେ ନୋଟ ଦେଖ) — The nine precious gems (See notes under Ratna.)
- ସଂ. ବି. (କର୍ମ; ନବ+ରତ୍ନ) — (ଦ୍ୱିଗୁ)—ଏକତ୍ର ନବରତ୍ନର ସମାହାର — A collection of nine gems
- ସଂ. ବି. (କର୍ମ; ନବ+ରତ୍ନ) — ନବରତ୍ନଖଚିତ ଅଳଙ୍କାର — An ornament set with nine gems
- ସଂ. ବି. (କର୍ମ; ନବ+ରତ୍ନ) — ବିକ୍ରମାଦିତ୍ୟଙ୍କ ରାଜସଭାର 9 ଜଣ ପଣ୍ଡିତ — ବିକ୍ରମାଦିତ୍ୟଙ୍କ ରାଜସଭାର9ଜଣ ପଣ୍ଡିତ— . THe nine distinguished men of letters of the court of Bikramāditya
- ସଂ. ବି. (କର୍ମ; ନବ+ରତ୍ନ) — [ଦ୍ର—ଧନ୍ୱନ୍ତରି, କ୍ଷପଣକ, ଅମରସିଂହ, (ଶବ୍ଦକୋଷକାର) ଶଙ୍କୁ, ବେତାଳଭଟ୍ଟ, ଘଟକର୍ପର, କାଳିଦାସ (କବି), ବରାହମିହିର (ଜ୍ୟୋତିଷିକ) ଓ ବରରୁଚି ଏମାନେ ବିକ୍ରମାଦିତ୍ୟଙ୍କ ସଭାର ପଣ୍ଡିତ ଥିଲେ। ସମ୍ଭବତଃ ଏମାନେ ସମକାଳୀନ ନ ଥିଲେ । 'ବିକ୍ରମାଦିତ୍ୟ' ତଳେ ନୋଟ୍ ଦେଖ ।]