ନବରାତ୍ର Nabarātra

  • ସଂ. ବି — ଆଶ୍ୱିନ ଓ ଚୈତ୍ର ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ କରାଯିବା ଦୁର୍ଗା ପୂଜା — Worship of Durgā for 9 nights in Āṡwina and Chaitra
  • ସଂ. ବି — [ଦ୍ର— ନବ ରାତ୍ର ପୂଜାର ଆରମ୍ଭରେ ପ୍ରଥମ ଦିନ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଏ ଓ 9 ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ । ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ ଊଣା ବୟସର 9 ଜଣ କୁମାରୀଙ୍କୁ ଦୁର୍ଗାଙ୍କର ନଅ ଗୋଟି ମୂର୍ତ୍ତି (ଯଥା—କୁମାରିକା, ତ୍ରିମୂର୍ତ୍ତି, କଳାହାଣୀ, ରୋହିଣୀ, କାଳୀ, ଚଣ୍ଡିକା ଶଂଭବୀ, ଦୁର୍ଗା ଓ ସୁଭଦ୍ରା) ରୂପେ କଳ୍ପନା କରି ଭୋଜନ ଦିଆଯାଏ—ହି. ଶବ୍ଦସାଗର] — [ଦ୍ର— ନବ ରାତ୍ର ପୂଜାର ଆରମ୍ଭରେ ପ୍ରଥମ ଦିନ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଏ ଓ9ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ ଊଣା ବୟସର9ଜଣ କୁମାରୀଙ୍କୁ ଦୁର୍ଗାଙ୍କର ନଅ ଗୋଟି ମୂର୍ତ୍ତି (ଯଥା—କୁମାରିକା, ତ୍ରିମୂର୍ତ୍ତି, କଳାହାଣୀ, ରୋହିଣୀ, କାଳୀ, ଚଣ୍ଡିକା ଶଂଭବୀ, ଦୁର୍ଗା ଓ ସୁଭଦ୍ରା) ରୂପେ କଳ୍ପନା କରି ଭୋଜନ ଦିଆଯାଏ—ହି. ଶବ୍ଦସାଗର]
  • ସଂ. ବି — ନବଦିବସବ୍ୟାପୀ ଯଜ୍ଞବିଶେଷ — 1 A vedic sacrifice performable in 9 days
  • ଦେ. ବି. — ନବରାତ୍ରି (ଦେଖ) — Nabarātri (See)