ନବରାତ୍ରି Nabaātri

  • ଦେ. ବି. (ସଂ. ନବରାତ୍ରି) — ପୋଖତୀ ସ୍ତ୍ରୀର ପ୍ରସବର ନବମ ଦିନ ରାତିରେ କରାଯିବା ଉତ୍ସବ; ସ୍ତ୍ରୀ ଆଚାରବିଶେଷ — A festival observed on the 9th day of the birth of a child
  • ଦେ. ବି. (ସଂ. ନବରାତ୍ରି) — ନଅ ଦିନ ଓ ନଅ ରାତି ଅବିଶ୍ରାନ୍ତ ଭାବରେ ନାମ ସଂକୀର୍ତ୍ତନ କରିବାରୂପ ଉତ୍ସବବିଶେଷ — A festival of loudly repeating the name of the Deity for 9 days (day and night) without cessation