ନବରଙ୍ଗ Nabaraṅga
- ଦେ. ବି — କଥାକହିବା ଓ ଚଳିବାର ଢଙ୍ଗ — Gestures
- ଦେ. ବି — ଛଇ — Airs; gaiety; buffoonery
- ଦେ. ବି — ଫିଟ୍; ଢଙ୍ଗ — Fashion
- ଦେ. ବି — ନୂଆ ରୀତି — A new fashion
- ଦେ. ବି — ରହସ୍ୟ; ଥଟ୍ଟା — Jest; short; wit; fun; frolic
- ଦେ. ବି — ଚାତୁରୀ; ଫିସାଦ — A trick; craftiness; roguery
- ଦେ. ବି — କୌତୁକ; ଆମୋଦପ୍ରମୋଦ — Amusements; sports