ନବଯୌବନ ବେଶ Nabaj̄aubanabeṡa
- ଦେ. ବି — ଶ୍ରୀଜଗନ୍ନାଥମହାପ୍ରଭୁଙ୍କ ଦାରୁମୂର୍ତ୍ତି ନୂତନ ଚିତ୍ରିତ ହେଲା ପରେ ରଥକୁ ଯିବା ପୂର୍ବରୁ ଯେଉଁ ରୂପ ବା ବେଶରେ ସଜ୍ଜିତ ହୁଅନ୍ତି; ନେତ୍ରୋତ୍ସବରେ ହେବା ରୂପ ବା ବେଶ — The newly painted image of the idol Jagannathā on His eyes being finally touched up and the image opened to the public view for the 1st time
- ଦେ. ବି — [ଦ୍ର— ଆଷାଢ଼ ଅମାବାସ୍ୟା ଦିନ ଏ ବେଶ ହୁଏ।]