ନଦୀଧର Nadīdhara

  • ସଂ. ବି. (ନଦୀ+ଧୃ ଧାତୁ+କର୍ତ୍ତୃ. ଅ; ଯେ ଗଙ୍ଗା ନଦୀଙ୍କୁ ମସ୍ତକରେ ଧାରଣ କରି ଅଛନ୍ତି) — ଶିବ; ମହାଦେବ (ହି. ଶବ୍ଦସାଗର) — Ṡiba