ନଦୀଷ୍ଣ Nadīshṇa

  • ସଂ. ବିଣ. ପୁଂ. (ନଦୀ+ସ୍ନା ଧାତୁ+କର୍ତ୍ତୃ. ଅ) — ଯେ ନଦୀରେ ସ୍ନାନ କରେ — Bathing in a river
  • ସଂ. ବିଣ. ପୁଂ. (ନଦୀ+ସ୍ନା ଧାତୁ+କର୍ତ୍ତୃ. ଅ) — ନଦୀଜ୍ଞ (ଦେଖ) — Nadījn̄a (See)